https://kanaknews.com/pratap-sarangi-says-no-right-to-live-in-india-if-you-cant-chant-vande-mataram/
ଦେଶପ୍ରେମର ଅର୍ଥ କଣ…? ଯିଏ ବନ୍ଦେ ମାତରମ କହି ପାରିବନି ସିଏ ଦେଶରେ ରହି ପାରିବନି… କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା । ମୁହଁରେ ନାରା ଧରିବା ଦେଶଭକ୍ତିର ପ୍ରକୃତ ପ୍ରମାଣ କି ? ସାଧାରଣରେ ଉଠିଲା ପ୍ରଶ୍ନ